ଶୁଣିବ ଓଡ଼ିଶା ମୋ କବିତା
Share:

Listens: 965

About

୨୧ ମାର୍ଚ୍ଚ ୨୦୨୨, ବିଶ୍ୱ କବିତା ଦିବସରେ ଆଜିର ଏହି ଧ୍ୱନି ପୁସ୍ତିକାଟି ଆମେ ଭେଟି ଦେଉଛୁ ଆପଣ ମାନଙ୍କ ପାଖରେ। ଲେଖା ଗୁଡ଼ିକୁ ଆପଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ଆମକୁ ସାହାଯ୍ୟ କରିଛନ୍ତି ଆଭାସି ପତ୍ରିକା ଶୁଭଦୃଷ୍ଟି ଏବଂ ମିଡିଆ ସହଯୋଗୀ ରେଡିଓ ଯାଯାବର। ପରିବେଶିତ କବିତା ଗୁଡ଼ିକୁ ଆପଣ ମାନେ ଶୁଣି ପାରିଲେ ପ୍ରତିଟି କବି ଏବଂ କବୟିତ୍ରୀ ମାନଙ୍କ ସହିତ ଆମର ଶ୍ରମ ସାର୍ଥକ ହେଲା ବୋଲି ଜାଣିବୁ।

ଶୁଣିବ ଓଡ଼ିଶା ମୋ କବିତା ୧

ବିଶ୍ୱ କବିତା ଦିବସରେ ଆଜିର ଏହି ଧ୍ୱନି ପୁସ୍ତିକାଟି ଆମେ ଭେଟି ଦେଉଛୁ ଆପଣ ମାନଙ୍କ ପାଖରେ। ଲେଖା ଗୁଡ଼ିକୁ ଆପଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ଆମକୁ ସାହାଯ୍ୟ କରିଛନ୍ତି ଆଭାସି ପତ...
Show notes