ଆମ ପ୍ରେମ ଆଚରଣରେ ପରମେଶ୍ବର ସନ୍ତୋଷ ହୁଅନ୍ତୁ ।

Share:

Anjan Jena Bible Sermons

Religion & Spirituality


ଜଣେ ଖ୍ରୀଷ୍ଟିଆନ ଭାବରେ ଆମ ପ୍ରେମ ଆଚରଣ ବାହାର ଲୋକଙ୍କ ପରି ନା ଜଣେ ଉତ୍ତମ ଖ୍ରୀଷ୍ଟୀୟ ଅନୁଶରଣକାରୀ ପର ? ଟିକିଏ ଚିନ୍ତା କରନ୍ତୁ।